ଅଷ୍ଟ ଅବଧାନୀ Ashṭa abadhānī

  • ଦେ. ବିଣ. (ସଂ. ଅଷ୍ଟାବଧାନୀ) — ଯେଉଁ ବ୍ୟକ୍ତି ଅଭ୍ୟାସ ଯୋଗୁ ଆଠଗୋଟି କାର୍ଯ୍ୟରେ ଏକସମୟରେ ମନୋନିବେଶ କରିପାରେ — A person who can simultaneously attend to 8 things