ଅଷାଢ଼ୁଆ Ashāṟḍ̠ẖuā

  • ଦେ. ବି. (ସଂ. ଆଷାଢ଼ଫଳ; ଆର୍ତ୍ତଗଳ; ଆର୍ଜଟା) — ଆଷାଢ଼ ମାସରେ ଫଳିବା ଏକପ୍ରକାର ବନ୍ୟ ଖାଦ୍ୟ ତିକ୍ତ ଲତାଫଳ ଓ ତହିଁର ଲତା — A kind of edible wind fruit and its creeper; Capparis Acumenata
  • ଦେ. ବି. (ସଂ. ଆଷାଢ଼ଫଳ; ଆର୍ତ୍ତଗଳ; ଆର୍ଜଟା) — [ଦ୍ର—ଏହାକୁ ଲୋକେ ଭାଜିକରି ଖାଆନ୍ତି। ଭଜା ଫଳରୁ ମହିଆ ଗନ୍ଧ ବାହାରେ ଓ ତାହା ପିତୁଳିଆ ଲାଗେ। ବୈଦ୍ୟଶାସ୍ତ୍ରମତରେ ଏହା ବାତ, କଫ, ବିଷଦୋଷ, ଗଳରୋଗ ଓ ନେତ୍ରରୋଗ ହରଣ କରେ। ଏହାର ମୂଳ ବିରେଚକ ଓ ଦାରୁଣ ବାତବିକାରନାଶକ।]
  • ଦେ. ବିଣ. — ଯାହା ଆଷାଢ଼ ମାସରେ ଫଳେ ବା ପାଚେ — That which bears fruit or ripens in the month of Āshāṟḍ̠ha
  • ଦେ. ବିଣ. — (ଯଥା—ଆଷାଢ଼ୁଆ ଆମ୍ବ; ଆଷାଢ଼ୁଆ ପଣସ।)