ଅଶ୍ୱ Aṡwa
- ସଂ. ବି. ପୁଂ. (ଅଶ୍ ଧାତୁ=ବ୍ୟାପିବା+ବ; ଯେ ବେଗରେ ପଥକୁ ବ୍ୟାପିଯାଏ) — ଘୋଟକ; ଘୋଡ଼ା — Horse
- ସଂ. ବି. ପୁଂ. (ଅଶ୍ ଧାତୁ=ବ୍ୟାପିବା+ବ; ଯେ ବେଗରେ ପଥକୁ ବ୍ୟାପିଯାଏ) — କାମଶାସ୍ତ୍ରବର୍ଣ୍ଣିତ ଚାରିଜାତି ପୁରୁଷଙ୍କ ମଧ୍ୟରୁ ଏକ — One of the four classes of males described in erotic books
- ସଂ. ବି. ପୁଂ. (ଅଶ୍ ଧାତୁ=ବ୍ୟାପିବା+ବ; ଯେ ବେଗରେ ପଥକୁ ବ୍ୟାପିଯାଏ) — କାଷ୍ଠତୁଲ୍ୟ ବପୁର୍ଧୃଷ୍ଟୋ ମିଥ୍ୟାଚାରଶ୍ଚ ନିର୍ଭୟଃ, ଦ୍ୱାଦଶାଙ୍ଗୁଳ ମେତ୍ରଶ୍ଚ ଦରିଦ୍ରସ୍ତୁ ହୟୋମତଃ। ରତିମଞ୍ଜରି।
- ସଂ. ବି. ପୁଂ. (ଅଶ୍ ଧାତୁ=ବ୍ୟାପିବା+ବ; ଯେ ବେଗରେ ପଥକୁ ବ୍ୟାପିଯାଏ) — ଦାନବିଶେଷ; ଯହିଁରେ ଘୋଡ଼ା ଦାନ ଦିଆଯାଏ — A religious gift of a horse to a Brāhmaṇa
- ସଂ. ବି. ପୁଂ. (ଅଶ୍ ଧାତୁ=ବ୍ୟାପିବା+ବ; ଯେ ବେଗରେ ପଥକୁ ବ୍ୟାପିଯାଏ) — ବୃଷ୍ଣିବଂଶୀୟ ନୃପତିବିଶେଷ — Name of a king of Bṛushṇi race