ଅଶ୍ୱିନୀ Aṡwini

  • ସଂ. ବିଣ ସ୍ତ୍ରୀ—(ଅଶ୍ୱନ୍+ଈ) — ଅଶ୍ୱର ସ୍ତ୍ରୀଲିଙ୍ଗ — Feminine at Aṡwa
  • ସଂ. ବି. ସ୍ତ୍ରୀ — ଘୋଟକୀ; ଘୋଡ଼ୀ — Mare
  • ସଂ. ବି. ସ୍ତ୍ରୀ — ସୂର୍ଯ୍ୟପତ୍ନୀ ସଂଜ୍ଞା — The wife of the Sun-god
  • ସଂ. ବି. ସ୍ତ୍ରୀ — [ଦ୍ର—ସୂର୍ଯ୍ୟଙ୍କ ତେଜ ସହି ନ ପାରି ସଂଜ୍ଞା ଘୋଟକୀ ବେଶ ଧାରଣ କରି ଅରଣ୍ୟବାସ କଲେ; କିନ୍ତୁ ସୂର୍ଯ୍ୟ ତାଙ୍କୁ ଠଉର କରି ଅଶ୍ୱ ବେଶ ଧରି ତାଙ୍କ ସଙ୍ଗେ ମିଳିତ ହେଲେ ଓ ତାଙ୍କଠାରୁ ଯମଜ ଅଶ୍ୱିନୀ କୁମାର ଦ୍ୱୟ ଜାତ ହେଲେ।]
  • ସଂ. ବି. ସ୍ତ୍ରୀ — ଜ୍ୟୋତିଷୋକ୍ତ ପ୍ରଥମ ନକ୍ଷତ୍ର ବା ତାରାପୁଞ୍ଜ — The first asterism
  • ସଂ. ବି. ସ୍ତ୍ରୀ — [ଏହି 3 ଟି ତାରାଙ୍କୁ ରେଖାଦ୍ୱାରା ମିଳିତ କଲେ ଗୋଟିଏ ସ୍ଥୂଳକୋଣୀ ତ୍ରିଭୁଜ ବା ଅଶ୍ୱମୁଣ୍ଡର ଆକାର ହୁଏ। ନକ୍ଷତ୍ର ତଳେ ନୋଟ୍ ଦେଖ] — [ଏହି3ଟି ତାରାଙ୍କୁ ରେଖାଦ୍ୱାରା ମିଳିତ କଲେ ଗୋଟିଏ ସ୍ଥୂଳକୋଣୀ ତ୍ରିଭୁଜ ବା ଅଶ୍ୱମୁଣ୍ଡର ଆକାର ହୁଏ ନକ୍ଷତ୍ର ତଳେ ନୋଟ୍ ଦେଖ]
  • ପ୍ରାଦେ. (ବାଲେଶ୍ୱର) ବି — ବାଲେଶ୍ୱରର ତନ୍ତିଶ୍ରେଣୀବିଶେଷ — A class of weavers in Balasore district