ଅଶ୍ୱିନୀକୁମାରସୁତ Aṡwinīkumārasuta

  • ସଂ. ବି. ( 6 ଷ୍ଠୀ ତତ୍; ଅଶ୍ୱିନୀକୁମାର+ସୁତ) — ସୁଷେଣ ବାନର — The monkey named Susheṇa
  • ସଂ. ବି. ( 6 ଷ୍ଠୀ ତତ୍; ଅଶ୍ୱିନୀକୁମାର+ସୁତ) — ବ୍ରହ୍ମାପୁତ୍ର ଅଶ୍ୱିନୀକୁମାର. ସୁତସ୍ଥିତା। ଭଞ୍ଜ. ବୈଦେହୀଶବିଳାସ।