ଅଶ୍ୱାରୋହ Aṡwāroha

  • ସଂ. ବିଣ. (ଅଶ୍ୱ+ଆ+ରୁହ୍ ଧାତୁ କର୍ତ୍ତୃ. ଅ) — ଅଶ୍ୱାରୂଢ଼ — Riding a horse
  • ସଂ. ବି — ଅଶ୍ୱାରୋହୀ ସିପାହି — Cavalry soldier
  • ସଂ. ବି — ଘୋଡ଼ସବାର — A horseman