ଅଶ୍ୱାରୋହଣ Aṡwārohaṇa

  • ସଂ. ବି. ( 7 ମୀ ତତ୍; ଅଶ୍ୱ+ଆରୋହଣ) — ଘୋଡ଼ାରେ ଚଢ଼ିବା — Riding on a horse
  • ସଂ. ବି. ( 7 ମୀ ତତ୍; ଅଶ୍ୱ+ଆରୋହଣ) — ଘୋଡ଼ା ଚଢ଼ିବାରେ କୃତିତ୍ୱ — Horsemanship