ଅଶ୍ୱହାଡ଼ Aṡwahāṟḍ̠a

  • ଦେ. ବି. (ସଂ. ଅଶ୍ୱ ଓ ଫା. ହଡ୍ଡି) — ଘୋଡ଼ାର ହାଡ଼ — Horse-bone
  • ଦେ. ବି. (ସଂ. ଅଶ୍ୱ ଓ ଫା. ହଡ୍ଡି) — ଅଶ୍ୱର ଅସ୍ଥି ପରି ଖୁବ୍ ଶ୍ରମସହ ଅସ୍ଥି — A very hard-working bone (like that of a horse)
  • ଦେ. ବି. (ସଂ. ଅଶ୍ୱ ଓ ଫା. ହଡ୍ଡି) — (ଖୁବ୍ ପରିଶ୍ରମୀ ଲୋକକୁ ଲକ୍ଷ୍ୟ କରି ବୋଲାଯାଏ "ସେ ଲୋକ ଅଶ୍ୱହାଡ଼ ପାଇଛି।)