ଅଶ୍ୱସ୍ତନ Aṡwastana

  • ସଂ. ବିଣ. (ଅ+ଶ୍ୱଃ= ଆଗାମୀ କାଲି+ଘଟିବା ଅର୍ଥରେ ତନ; ଯେ କାଲିକି ରହିବ ନାହିଁ) — ଯାହା ଆଗାମୀ କାଲି ପାଇଁ ନୁହେଁ — Not for tomorrow
  • ସଂ. ବିଣ. (ଅ+ଶ୍ୱଃ= ଆଗାମୀ କାଲି+ଘଟିବା ଅର୍ଥରେ ତନ; ଯେ କାଲିକି ରହିବ ନାହିଁ) — ଆଜିର; ଆଜିକାର — Of today; relating to today
  • ସଂ. ବିଣ. (ଅ+ଶ୍ୱଃ= ଆଗାମୀ କାଲି+ଘଟିବା ଅର୍ଥରେ ତନ; ଯେ କାଲିକି ରହିବ ନାହିଁ) — ଯେଉଁ ବିଷୟରେ ଆଗାମୀ କାଲି ପାଇଁ ବ୍ୟବସ୍ଥା ନଥାଏ — Not provided for tomorrow
  • ସଂ. ବିଣ. (ଅ+ଶ୍ୱଃ= ଆଗାମୀ କାଲି+ଘଟିବା ଅର୍ଥରେ ତନ; ଯେ କାଲିକି ରହିବ ନାହିଁ) — ପ୍ରତି ଦିନ ଭିଆଇ ଯେଉଁ ଲୋକ ଖାଏ ଅଶ୍ୱସ୍ତନ ବୃତ୍ତିଟି ତାହାର ବୋଲାଏ। କୃଷ୍ଣସିଂହ. ମହାଭାରତ, ଶାନ୍ତି।
  • ସଂ. ବିଣ. (ଅ+ଶ୍ୱଃ= ଆଗାମୀ କାଲି+ଘଟିବା ଅର୍ଥରେ ତନ; ଯେ କାଲିକି ରହିବ ନାହିଁ) — ଯେ ଆଗାମୀ କାଲିକି ବ୍ୟବସ୍ଥା କରି ନ ଥାଏ — Not providing for tomorrow