ଅଶ୍ୱସ୍ତନବିଧାନ Aṡwastanabidhāna
- ସଂ. ବି — ଆଗାମୀ କାଲିପାଇଁ ବ୍ୟବସ୍ଥାର ଅଭାବ — Non-provision for tomorrow
- ସଂ. ବି — ଭବିଷ୍ୟତ୍ ନିମନ୍ତେ ବ୍ୟବସ୍ଥାର ଅଭାବ — Non-provision for future
- ସଂ. ବି — [ଦ୍ର—ସକାଳେ ଓ ସନ୍ଧ୍ୟାରେ 6 ଥର ଉପବାସ ରହିଥିବା ଲୋକ ଅର୍ଥାତ୍ 3 ଦିନ ଖାଇ ନ ଥିବା ଲୋକ କ୍ଷୁଧା ଶାନ୍ତି ପାଇଁ ଅଶ୍ୱସ୍ତନ ବିଧାନରେ ଅର୍ଥାତ୍ ଆଗାମୀ କାଲି ପାଇଁ ବ୍ୟବସ୍ଥା ନ କରି ଅର୍ଥାତ୍ କେବଳ ଥରେ ମାତ୍ର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟବସ୍ତୁ ହୀନକର୍ମା ଲୋକଠାରୁ ଅପହରଣ କରି ନେଇ ପାରେ। ରାମଶଙ୍କର. ମନୁ. 11।16 ।] — [ଦ୍ର—ସକାଳେ ଓ ସନ୍ଧ୍ୟାରେ6ଥର ଉପବାସ ରହିଥିବା ଲୋକ ଅର୍ଥାତ୍3ଦିନ ଖାଇ ନ ଥିବା ଲୋକ କ୍ଷୁଧା ଶାନ୍ତି ପାଇଁ ଅଶ୍ୱସ୍ତନ ବିଧାନରେ ଅର୍ଥାତ୍ ଆଗାମୀ କାଲି ପାଇଁ ବ୍ୟବସ୍ଥା ନ କରି ଅର୍ଥାତ୍ କେବଳ ଥରେ ମାତ୍ର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟବସ୍ତୁ ହୀନକର୍ମା ଲୋକଠାରୁ ଅପହରଣ କରି ନେଇ ପାରେ ରାମଶଙ୍କର. ମନୁ.1116]