ଅଶ୍ୱଯୁକ୍ Aṡwaj̄uk
- ସଂ. ବି. (ଅଶ୍ୱ+ଯୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍; 1 ମା. 1 ବ.) — ଅଶ୍ୱିନୀନକ୍ଷତ୍ର (ଏ ନକ୍ଷତ୍ରପୁଞ୍ଜ ଅଶ୍ୱମୁଖାକାରବିଶିଷ୍ଟ; ନକ୍ଷତ୍ର ତଳେ ନୋଟ୍ ଦେଖ) — The st of the 27 lunar constellations in the Hindu Astronomy
- ସଂ. ବି. (ଅଶ୍ୱ+ଯୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍; 1 ମା. 1 ବ.) — ଆଶ୍ୱିନ ମାସ — The month of Āṡwina