ଅଶ୍ୱମୁଖା Aṡwamukhā

  • ଦେ. ବିଣ. ପୁଂ. (ସଂ. ଅଶ୍ୱମୁଖ) — ଘୋଡ଼ାମୁହାଁ; ଯାହାର ମୁହଁ ଘୋଡ଼ାମୁହଁ ପରି ଲମ୍ବା — Having a long face like that of a horse