ଅଶ୍ୱମହିଷିକା Aṡwamahishikā

  • ସଂ. ବି. (ଅଶ୍ୱ+ମହିଷ+ନିତ୍ୟବିରୋଧାର୍ଥେ. ଇକ + ଆ) — ଘୋଡ଼ା ଓ ମଇଁଷିଙ୍କ ମଧ୍ୟରେ ଥିବା ବୈରଭାବ ପରି ଦୁଇ ଜଣଙ୍କ ମଧ୍ୟରେ ନିତ୍ୟ ବିରୋଧଭାବ ଓ ସର୍ବଦା ବୈରତା — Constant enmity between two persons