ଅଶ୍ୱକୋବିଦ Aṡwakobida

  • ସଂ. ବିଣ. ପୁଂ. — (ମଧ୍ୟପଦଲୋପୀ; ଅଶ୍ୱାରୋହଣରେ କୋବିଦ)
  • ସଂ. ବିଣ. ପୁଂ. — ଅଶ୍ୱାରୋହଣରେ ପଣ୍ଡିତ — Skilful in horsemanship
  • ସଂ. ବିଣ. ପୁଂ. — ଅଶ୍ୱତତ୍ତ୍ୱଜ୍ଞ — Skilled in the science of horses
  • ସଂ. ବି. ପୁଂ. — ଅଶ୍ୱାରୋହଣରେ ପଣ୍ଡିତ ବ୍ୟକ୍ତି — A skilful horseman; an expert rider