ଅଶ୍ରେୟଃ Aṡreyaḥ
- ସଂ. ବି. (ଅ+ଶ୍ରେୟସ୍=ମଙ୍ଗଳ) — ଅମଙ୍ଗଳ; ଅନିଷ୍ଟ; ଅପକାର — No good; evil
- ସଂ. ବି. (ଅ+ଶ୍ରେୟସ୍=ମଙ୍ଗଳ) — ଅପ୍ରୟୋଜନ — Uselessness
- ସଂ. ବିଣ — ଅପ୍ରଶଂସାର୍ହ — Not entitled to praise
- ସଂ. ବିଣ — ଅପକାରକ; ଅନିଷ୍ଟଜନକ — Injurious
- ସଂ. ବିଣ — ଅପ୍ରୟୋଜନୀୟ — Useless
- ସଂ. ବିଣ — ନିକୃଷ୍ଟ — Inferior
- ସଂ. ବିଣ — ମନ୍ଦ — Bad