ଅଶ୍ରୁମୁଖ Aṡrumukha

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅଶ୍ରୁ+ମୁଖ) ଯାହାର ମୁହଁରୁ ଅଶ୍ରୁ ପଡ଼ୁଅଛି — (man) With a tearful face
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅଶ୍ରୁ+ମୁଖ) କାନ୍ଦୁରାମୁହାଁ — Having a face looking as if crying