ଅଶ୍ରଦ୍ଧେୟ Aṡraddheya
- ସଂ. ବିଣ. ପୁଂ. (ଅ+ଶ୍ରଦ୍ଧେୟ) — ଯେ ସ୍ନେହ— ବ୍ୟବହାର ପାଇବା ଅନୁପଯୁକ୍ତ — Not fit to be treated with affection
- ସଂ. ବିଣ. ପୁଂ. (ଅ+ଶ୍ରଦ୍ଧେୟ) — ବିଶ୍ୱାସର ଅଯୋଗ୍ୟ — Incredible
- ସଂ. ବିଣ. ପୁଂ. (ଅ+ଶ୍ରଦ୍ଧେୟ) — ଘୃଣ୍ୟ — To be looked down upon with contempt