ଅଶ୍ମଦାରଣ Aṡmadāraṇa

  • ସଂ. ବି. (ଅଶ୍ମନ୍+ଦୃ ଧାତୁ ଣିଚ୍; ଦାରି ଧାତୁ + କରଣ. ଅନ) — ପାଷାଣ ଭେଦକ ଅସ୍ତ୍ର; ଟାଙ୍ଗିଆ; ଟଙ୍କ — A mattock for chipping stones