ଅଶ୍ମଗର୍ଭ Aṡmagarbha

  • ସଂ. ବି. (ଅଶ୍ମନ୍= ପ୍ରସ୍ତର+ଗର୍ଭ= ଭ୍ରୂଣ) — ଶ୍ୟାମବର୍ଣ୍ଣ ମଣି — Emerald stone
  • ସଂ. ବି. (ଅଶ୍ମନ୍= ପ୍ରସ୍ତର+ଗର୍ଭ= ଭ୍ରୂଣ) — ମରକତ ମଣି — A green gem