ଅଶ୍ନୀତପୀବତା Aṡnītapībatā

  • ସଂ. ବି. (ଅଶ୍ନୀତ=ତୁମ୍ଭେମାନେ ଖାଅ+ପିବତ= ତୁମ୍ଭେମାନେ ପିଅ+ଆ) — ଖିଆପିଆ ନିମନ୍ତ୍ରଣ; ଖାଇବାକୁ ଓ ପିଇବାକୁ ନିମନ୍ତ୍ରଣ — Invitation to eat and drink
  • ସଂ. ବି. (ଅଶ୍ନୀତ=ତୁମ୍ଭେମାନେ ଖାଅ+ପିବତ= ତୁମ୍ଭେମାନେ ପିଅ+ଆ) — ଖାଇ ପିଇ ମଉଜ କରିବାକୁ ଡାକରା — A call to people to eat, drink and be merry