ଅଶୋଷଣୀୟ Aṡoshaṇīya

  • ସଂ. ବିଣ (ଅ+ଶୋଷଣୀୟ) — ଅଶୋଷ୍ୟ; ଯାହା ଶୋଷଣ କରା ଯାଇ ନ ପାରେ — That which can not be sucked up
  • ସଂ. ବିଣ (ଅ+ଶୋଷଣୀୟ) — ଯାହା ଶୁଖି ଯାଇ ନ ପାରେ — Incapable of being dried