ଅଶୋଧନୀୟ Aṡodhanīya

  • ସଂ. ବିଣ. (ଅ+ଶୋଧନୀୟ) — ଅଶୋଧ୍ୟ; ପରିଶୁଦ୍ଧିର ଅଯୋଗ୍ୟ — Incapable of being purified or cleaned
  • ସଂ. ବିଣ. (ଅ+ଶୋଧନୀୟ) — ପରିଶୋଧିତ ହେବାର ଅଯୋଗ୍ୟ — Incapable of being repaid or cleared off