ଅଶୌଚିଆ Aṡa̲u̲chiā

  • ଦେ. ବିଣ. (ସଂ. ଅଶୁଚି) — ଅଶୌଚଯୁକ୍ତ; ଯେଉଁ ବ୍ୟକ୍ତି ଅଶୌଚ ଯୋଗୁଁ ଅଶୁଚି ଅବସ୍ଥାରେ ଥାଏ — Unclean; defiled
  • ଦେ. ବି. — ଅଶୌଚ (ଦେଖ) — Aṡa̲u̲cha (See)