ଅଶୁଶ୍ରୂଷୁ Aṡuṡrūshu

  • ସଂ. ବିଣ. (ଅ+ଶୁଶ୍ରୂଷୁ) — ଯେ ଶୁଣିବାକୁ ବା ଶିଖିବାକୁ ଇଚ୍ଛୁକ ନୁହେଁ — Not desirous of hearing or learning
  • ସଂ. ବିଣ. (ଅ+ଶୁଶ୍ରୂଷୁ) — (ଅମୁକଙ୍କଠାରେ) ଅବାଧ୍ୟ — Disobedient towards (M. W.)