ଅଶୁଳ୍କ Aṡuḻka

  • ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ଶୁଳ୍କ=କର; ମୂଲ୍ୟ) — କରରହିତ — Rent-free
  • ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ଶୁଳ୍କ=କର; ମୂଲ୍ୟ) — ମାଗଣା; ମୂଲ୍ୟରହିତ — Without pay; got gratis