ଅଶୁଭ Aṡubha

  • ସଂ. ବି. (ଅ+ଶୁଭ) — ଅମଙ୍ଗଳ — Misfortune; evil
  • ସଂ. ବି. (ଅ+ଶୁଭ) — ଅନିଷ୍ଟ — Harm; mischief
  • ସଂ. ବି. (ଅ+ଶୁଭ) — ପାପ — Sin
  • ସଂ. ବି. (ଅ+ଶୁଭ) — ଲଜ୍ଜାଜନକ କାର୍ଯ୍ୟ — Shameful deed
  • ସଂ. ବିଣ — ଅମଙ୍ଗଳସୂଚକ — Inauspicious; ominous
  • ସଂ. ବିଣ — ଅସୁନ୍ଦର — Not beautiful
  • ସଂ. ବିଣ — ଯାହା ମନୋରମ ନୁହେଁ — Not agreeable
  • ସଂ. ବିଣ — ମନ୍ଦ — Bad
  • ସଂ. ବିଣ — ଦୁଷ୍ଟ; ଦୋଷଯୁକ୍ତ — Vicious