ଅଶୁଦ୍ଧି Aṡuddhi

  • ସଂ. ବି. (ଅ+ଶୁଧ୍ ଧାତୁ+ତି) — ଅପବିତ୍ରତା — Impurity; uncleanliness
  • ସଂ. ବି. (ଅ+ଶୁଧ୍ ଧାତୁ+ତି) — ଭୂଲ — Mistake; incorrectness
  • ସଂ. ବି. (ଅ+ଶୁଧ୍ ଧାତୁ+ତି) — ଅଶୌଚ (ଦେଖ) — Aṡa̲u̲cha (See)
  • ସଂ. ବିଣ — ଅପବିତ୍ର — Impure