ଅଶୁଦ୍ଧିଆ Aṡuddhiā

  • ଗ୍ରା. ବିଣ. (ସଂ. ଅଶୁଦ୍ଧ) — ଅଣଶୁଧିଆ; ଯେ କୌଣସି ମୃତ ଆତ୍ମୀୟ ବ୍ୟକ୍ତିର ଶୁଦ୍ଧକ୍ରିୟା କରି ନାହିଁ — One who has not performed the obsequal rites of a deceased agnate