ଅଶୁଦ୍ଧସଂଶୋଧନ Aṡuddhasaṁṡodhana

  • ଦେ. ବି. (ସଂ. ଅଶୁଦ୍ଧିସଂଶୋଧନ; ଛାପାଖାନାର ଶବ୍ଦ) — ଶୁଦ୍ଧିପତ୍ର ଦ୍ୱାରା ଛାପା ବହିରେ ଭୁଲ ରହି ଯାଇଥିବା ଅକ୍ଷର ଆଦିର ସଂଶୋଧନ — Correction of printing mistakes by an erratum