ଅଶୁଚିବନ୍ତ Aṡuchibanta

  • ଦେ. ବିଣ. (ଅ+ଶୁଚିମତ୍) — ଅପବିତ୍ର — Impure; unclean
  • ଦେ. ବିଣ. (ଅ+ଶୁଚିମତ୍) — ଯେଉଁ ବ୍ୟକ୍ତି ସର୍ବଦା ପବିତ୍ର ରହେ ନାହିଁ — Uncleanly; of impure habits