ଅଶରୀରୀ Aṡarīrī

  • ସଂ. ବିଣ. ପୁଂ. (ନଞ ତତ୍; ଅ+ଶରୀରିନ୍ 1 ମା. 1 ବ.) — ଅଙ୍ଗହୀନ; ନିରାକାର; ଆକାରଶୂନ୍ୟ — Bodiless; not corporeal
  • ସଂ. ବିଣ. ପୁଂ. (ନଞ ତତ୍; ଅ+ଶରୀରିନ୍ 1 ମା. 1 ବ.) — ଭୌତିକ — Spiritual
  • ସଂ. ବିଣ. ପୁଂ. (ନଞ ତତ୍; ଅ+ଶରୀରିନ୍ 1 ମା. 1 ବ.) — ଯେଉଁ ସ୍ୱର ବା ଶବ୍ଦ କୌଣସି ପ୍ରକାଶ୍ୟ ଜୀବ ବା ବସ୍ତୁରୁ ଆସୁ ନାହିଁ — (voice) Not coming from a visible body