ଅଳ୍ପୋଦରୀ Aḻpodarī
- ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; ଅଳ୍ପ+ଉଦର+ସ୍ତ୍ରୀ. ଈ) — କୃଶୋଦରୀ; ସୁନ୍ଦରୀ — Graceful (lady); lit; having a small abdomen
- ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; ଅଳ୍ପ+ଉଦର+ସ୍ତ୍ରୀ. ଈ) — ସଂକଳ୍ପ ଅଳ୍ପୋଦରୀ; ଦୂରେ ସେ ଥାଇ। ଲଭେ ସଙ୍ଗ ତୋ ଅଙ୍ଗେ ଅଙ୍ଗ ମିଶାଇ। ରାଧାନାଥ—ମେଘଦୂତ।