ଅଳ୍ପିଷ୍ଠ Aḻpishṭha

  • ସଂ. ବିଣ. (ଅଳ୍ପ+ଇଷ୍ଠ) — ଅତି ଅଳ୍ପ — Very little; of very small quantity
  • ସଂ. ବିଣ. (ଅଳ୍ପ+ଇଷ୍ଠ) — ଅତି କ୍ଷୁଦ୍ର — Very small