ଅଳ୍ପାହାର Aḻpāhāra

  • ସଂ. ବି. (କର୍ମଧା; ଅଳ୍ପ=ପରିମିତ+ଆହାର=ଭୋଜନ) — ସାମାନ୍ୟ ଭୋଜନ; ଲଘୁ ଆହାର — Light food
  • ସଂ. ବିଣ. ପୁଂ. — (ବହୁବ୍ରୀହି) ପରିମିତଭୋଜୀ — Temperate in meals