ଅଳ୍ପାହାରୀ Aḻpāhārī

  • ସଂ. ବିଣ. ପୁଂ. (ଅଳ୍ପ+ଆହାରିନ୍; 1 ମା. 1 ବ) — ଯେ ସାମାନ୍ୟ ଭୋଜନ କରେ; ମିତାଶୀ; ମିତଭୋଜୀ — Absteminous; moderate in eating