ଅଳ୍ପସତ୍ୱ Aḻpasatwa

  • ସଂ. ବିଣ. (ବହୁବ୍ରୀହି; ଅଳ୍ପ+ସତ୍ୱ=ଶକ୍ତି; ବଳ) — କ୍ଷମତାହୀନ; ସାରଶୂନ୍ୟ — Unsubstantial
  • ସଂ. ବିଣ. (ବହୁବ୍ରୀହି; ଅଳ୍ପ+ସତ୍ୱ=ଶକ୍ତି; ବଳ) — ସମସ୍ତେ ଅଳ୍ପସତ୍ୱ ଅଳ୍ପବଳ ହେବେ; ଯେ ଯାହା କରମ ଧରମେ ନ ରହିବେ। କୃଷ୍ଣସିଂହ. ମହାଭାରତ, ବନ।
  • ସଂ. ବିଣ. (ବହୁବ୍ରୀହି; ଅଳ୍ପ+ସତ୍ୱ=ଶକ୍ତି; ବଳ) — ଦୁର୍ବଳ — Week