ଅଳ୍ପ ଅଳ୍ପ Aḻpa aḻpa
- ଦେ. କ୍ରି. ବିଣ. — ଅଳ୍ପମାତ୍ରାରେ ବହୁଥର
- ଦେ. କ୍ରି. ବିଣ. — ସାମାନ୍ୟ ପରିମାଣରେ କ୍ରମଶଃ
- ଦେ. କ୍ରି. ବିଣ. — ଆସ୍ତେ ଆସ୍ତେ; ଧୀରେ ଧୀରେ — Slowly
- ଦେ. କ୍ରି. ବିଣ. — ଥରି ଥରି; ଅତି ସ୍ଥିର ଭାବରେ ବା ନମ୍ରଭାବରେ
- ଦେ. କ୍ରି. ବିଣ. — ଥରକେ ପାଦେ ପାଦେ ଅଗ୍ରସର ହୋଇ; ପାହାଞ୍ଚ ପାହାଞ୍ଚ କରି — Step by step