ଅଳିପାଳିକା Aḻipāḻikā

  • ସଂ. ବି. ( 6 ଷ୍ଠୀ ତତ୍, ଅଳି+ପାଳିକା) — ଭ୍ରମରଶ୍ରେଣୀ — A group of black-bees
  • ସଂ. ବି. ( 6 ଷ୍ଠୀ ତତ୍, ଅଳି+ପାଳିକା) — ବିଳସେ ଅଳିପାଳିକା ବାଣ ମେଳିକା କି। ଭଞ୍ଜ. ବୈଦେହୀଶବିଳାସ।