ଅଳିନ୍ଦ Aḻinda

  • ସଂ. ବି. (ଅଳ୍ ଧାତୁ=ଭୂଷିତ କରିବା+କର୍ତ୍ତୃ. ଇନ୍ଦ; ଯେ ଘରକୁ ଭୂଷିତ କରେ) - ଅଡ଼ଙ୍ଗ; ଘର ବାହାରେ ଥିବା ପିଣ୍ଡା; ବରଣ୍ଡା — Outer varanda of a house
  • ସଂ. ବି. (ଅଳ୍ ଧାତୁ=ଭୂଷିତ କରିବା+କର୍ତ୍ତୃ. ଇନ୍ଦ; ଯେ ଘରକୁ ଭୂଷିତ କରେ) ବକ୍ଷେ କର ମାରି ଉଚ୍ଚେ କାନ୍ଦିଲେ ଅଙ୍ଗନା, ଅଳିନ୍ଦେ ଗବାକ୍ଷେ ଦ୍ୱାରେ ପ୍ରାସାଦଶିଖରେ। ରାଧାନାଥ. ମହାଯାତ୍ରା।
  • ସଂ. ବି. (ଅଳ୍ ଧାତୁ=ଭୂଷିତ କରିବା+କର୍ତ୍ତୃ. ଇନ୍ଦ; ଯେ ଘରକୁ ଭୂଷିତ କରେ) ଘରର ଦାଣ୍ଡଦୁଆର ସାମନାରେ ଥିବା ବେଦୀ — Terrace in front of a house-door