ଅଳିଆତଳିଆ Aḻiātaḻiā
- ଦେ. ବିଣ. (ଅନର୍ଥକ ଦ୍ୱିତୀୟ ସହଚର; ଅଳିଆ+ ତଳିଆ; ସଂ. ଆଲୁଳାୟିତ) — ଅଡ଼ୁଆତଡ଼ୁଆ; ଅଲୁଳାୟିତ (କେଶ; ସୂତା) — Tangled; confused
- ଦେ. ବିଣ. (ଅନର୍ଥକ ଦ୍ୱିତୀୟ ସହଚର; ଅଳିଆ+ ତଳିଆ; ସଂ. ଆଲୁଳାୟିତ) — ଆବର୍ଜନାମୟ — Full of refuse
- ଦେ. ବି. (ସହଚର) — ବହୁ ଗୋଳମାଳ — A number of knotty matters
- ଦେ. ବି. (ସହଚର) — ଟିକିଏ ମାତ୍ର ସନ୍ଦେହ — The slightest doubt