ଅଳିଆ ଛିଣ୍ଡେଇବା Aḻiā chhiṇḍeibā

  • ଦେ. କ୍ରି. — ବିବାଦ ମୀମାଂସା କରିବା — To settle a dispute
  • ଦେ. କ୍ରି. — କୌଣସି ଗୋଳମାଳିଆ ପ୍ରଶ୍ନ ବା ବିଷୟ ବା ହିସାବ ମୀମାଂସା କରିବା — To settle any knotty question or account