ଅଳସିରା Aḻasirā

  • ପ୍ରାଦେ. (ପୁରୀ) ବି — ବାହାଲ; ତେଣ୍ଡା ବା ଯନ୍ତରେ ବ୍ୟବହୃତ ଲମ୍ବ ବାଉଁଶ (ଯାହାର ଗୋଟିଏ ଅଗରେ ବୋଲୁଅ ବନ୍ଧା ଥାଏ ଓ ଅନ୍ୟ ଅଗରେ ପାଣି ଉଠାଇବାର ପାତ୍ର ଝୁଲାଥାଏ) — The long bamboo pole used in a water-lifting contrivance