ଅଳସ ପିତୁଳା Aḻasa pituḻā
- ଦେ. ବି — ଓଡ଼ିଶାର ଅନେକ ମନ୍ଦିରର ପ୍ରଥମ ଭରଣ୍ଡିରେ ଖୋଦିତ ପଥରର ସ୍ତ୍ରୀ ମୂର୍ତ୍ତି, ଏ ଦୁଇହାତରେ ଏବଂ ମୁଣ୍ଡରେ ପଥରକୁ ଟେକି ଧରିଥାଏ — A figure of a woman supporting a stone with the hands and head, wrought on the lower portions of walls in temples