ଅଳସୀ Aḻasī
- ଦେ. ବିଣ. ସ୍ତ୍ରୀ (ସଂ. ଅଳସା) — ଆଳସ୍ୟଯୁକ୍ତା (ସ୍ତ୍ରୀ) — Lazy (woman)
- ଦେ. ବିଣ. ସ୍ତ୍ରୀ (ସଂ. ଅଳସା) — ଧୀରଗତିବିଶିଷ୍ଟା — Moving slowly
- ଦେ. ବିଣ. ସ୍ତ୍ରୀ (ସଂ. ଅଳସା) — ମୋତେ ଜଳକେଳି ଅଳସୀ ମରାଳୀଗମନା ବୋଲନ୍ତି କେଣେ—କବିସୂର୍ଯ୍ୟ, ସଙ୍ଗୀତ
- ଦେ. ବିଣ. ପୁଂ. ଓ ସ୍ତ୍ରୀ. (ରାଜାଙ୍କ ପ୍ରତି ପ୍ରଯୁଜ୍ୟ ବାକ୍ୟ) — ପୀଡ଼ିତ — Sick