ଅଳସ ନାୟିକା Aḻasa nāyikā

  • ସଂ. ବି. (ଶିଳ୍ପଶାସ୍ତ୍ର) — ମନ୍ଦିରର କାନ୍ଥ ଓ ଖୁଣ୍ଟରେ ଚିତ୍ରିତ ବିବୃତଯୌବନା ଓ ଅଳସଭାଙ୍ଗୁଥିବା ଭଙ୍ଗିଯୁକ୍ତ ମୂର୍ତ୍ତି — A figure of a young languid woman wrought on walls and pillars