ଅଳମ୍ବୁଷ Aḻambusha
- ସଂ. ବି. (ଅଳଂ+ବୁସ୍ ଧାତୁ=କ୍ଷତି କରିବା+କର୍ତ୍ତୃ. ନିପାତନ. ଅ) — ରାକ୍ଷସବିଶେଷ — Name of a demon
- ସଂ. ବି. (ଅଳଂ+ବୁସ୍ ଧାତୁ=କ୍ଷତି କରିବା+କର୍ତ୍ତୃ. ନିପାତନ. ଅ) — [ଦ୍ର—କୁରୁକ୍ଷେତ୍ର ଯୁଦ୍ଧରେ ଏହି ରାକ୍ଷସ ଅଭିମନ୍ୟୁଙ୍କ ସଙ୍ଗେ ଅନେକ ମାୟାଯୁଦ୍ଧ କରିଥିଲା।]
- ସଂ. ବି. (ଅଳଂ+ବୁସ୍ ଧାତୁ=କ୍ଷତି କରିବା+କର୍ତ୍ତୃ. ନିପାତନ. ଅ) — ପ୍ରହସ୍ତ, ରାବଣର ସେନାପତିବିଶେଷ — Name of a general of Rābaṇa
- ସଂ. ବି. (ଅଳଂ+ବୁସ୍ ଧାତୁ=କ୍ଷତି କରିବା+କର୍ତ୍ତୃ. ନିପାତନ. ଅ) — ବାମନ (ଦେଖ) — Bāmana (See)
- ଦେ. ବିଣ — ଅଳମ୍ବୁଷା (ଦେଖ) — Aḻambushā (See)