ଅଳପାଇଷିଆ Aḻapāishiā

  • ଗ୍ରା. ବିଣ. — ଅଳପାଇଷ (ଦେଖ) — Aḻapāisha (See)
  • ଗ୍ରା. ବିଣ. — ଅଳପାଇଷିଆ, ଖଣ୍ଡିଆ, ନଇଶୁଆ। ସାଆନ୍ତେ! ମୁଁ କି ଛାଡ଼ିବା ଲୋକ— ଫକୀରମୋହନ—ଛମାଣଆଠଗୁଣ୍ଠ।