ଅଳଗର୍ଦ୍ଦ Aḻagardda
- ସଂ. ବି. (ଅଲକ୍=ଅସଂଲଗ୍ନ+ଅର୍ଦ୍ଦ୍ ଧାତୁ=ଗମନ କରିବା +କର୍ତ୍ତୃ. ଅ; ଚାଲିଲାବେଳେ ଯାହା ଦେହ ସମ୍ପୂର୍ଣ୍ଣ ରୂପେ ଭୂମିରେ ଲାଗେ ନାହିଁ) — ପାଣିଧଣ୍ଡ; ଧଣ୍ଡସାପ — Water-snake
- ସଂ. ବି. (ଅଲକ୍=ଅସଂଲଗ୍ନ+ଅର୍ଦ୍ଦ୍ ଧାତୁ=ଗମନ କରିବା +କର୍ତ୍ତୃ. ଅ; ଚାଲିଲାବେଳେ ଯାହା ଦେହ ସମ୍ପୂର୍ଣ୍ଣ ରୂପେ ଭୂମିରେ ଲାଗେ ନାହିଁ) — ତମ୍ପସାପ — Brown cobra