ଅଳକାପାଟୀ Aḻakāpāṭī

  • ଦେ. ବି. (ସଂ. ଅଳକା ଓ ପଟ୍ଟ) — ଅଳକାନାମକ ଅଳଙ୍କାର — An ornament worn over the forehead
  • ଦେ. ବି. (ସଂ. ଅଳକା ଓ ପଟ୍ଟ) — କପାଳର ଯେଉଁ ସ୍ଥାନରେ ଅଳକା ପିନ୍ଧାଯାଏ — That part of the forehead over which the aḻakā is worn