ଅଳକାପନ୍ତି Aḻakāpanti

  • ଦେ. ବି. — ଅଳକାସମୂହ; ଚୂର୍ଣ୍ଣକୁନ୍ତଳସମୂହ — The collection of ringlets of hair over the brow
  • ଦେ. ବି. — ଅଳଙ୍କାରବିଶେଷ; ସୀଁଥୀ — An ornament worn over the forehead